Odia News

Odisha's and National News

Odia News Papers

Odisha News in Hindi:

👉ଭାରତୀୟ ସେନାକୁ କୋଟି କୋଟି ଟଙ୍କା ପୁରସ୍କାର ||
Mirage 2000 fighters destroyed multiple terrorist camps across the Line of Control:
ମଙ୍ଗଳବାର ଭୋର ୩ଟା ୩୦। ଏହି ସମୟରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ବୋମା ବର୍ଷା କରିଥିଲା। ୧୨ଟି ମିରାଜ ଲଢୁଆ ଯୁଦ୍ଧ ବିମାନ ସୀମାନ୍ତ ପିଓକେରେ ରହିଥିବା ଆତଙ୍କବାଦୀ ଶିବିରଗୁଡ଼ିକକୁ ଲକ୍ଷ୍ୟ କରି ବୋମା ବର୍ଷଣ କରିଥିଲେ। ପ୍ରାୟ ୧୦୦୦ କିଲୋଗ୍ରାମ ଓଜନର ବୋମା ଫିଙ୍ଗିଥିଲେ ୧୨ଟି ଯୁଦ୍ଧ ବିମାନ। ମାତ୍ର ୨୧ ମିନିଟର ଏହି ଅପରେଶନରେ ଜୈଶ ଆତଙ୍କବାଦୀ ସଂଗଠନର ବହୁ ଆତଙ୍କୀ ଶିବିର ଧ୍ଵଂସ ପାଇଥିଲାବେଳେ ୨୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି। ଫଳରେ ପିଓକେରେ ରହିଥିବା ଜୈଶର ଦୁର୍ଗ ଏକପ୍ରକାର ଭୁଶୁଡ଼ି ଯାଇଛି। ଏହି ପ୍ରତିଶୋଧ ଉରି ଆକ୍ରମଣ ପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ମନେପକାଇ ଦେଇଥିବାବେଳେ ବିଭିନ୍ନ ଗଣମାଧ୍ୟମ ଏହାକୁ ସର୍ଜିକାଲ ଷ୍ଟ୍ରାଇକ ପାର୍ଟ-୨ ବୋଲି ଆଖ୍ୟା ଦେଇଛନ୍ତି।


Odia Movie Song-Khuda Kasam Mere Humdum
Funny Baby Good Morning Images
ODIA-Oriya Online News Papers
Samaja,Dharitri,Sambada and Samaya
Please Click On The Images To Read Online Oriya News Papers