Ad Code

December 2020-Odia Calendar

Odia Calendar 2020-DECEMBER

DECEMBER ODIA CALENDAR 2020
December 2020-Odia Calendar-Tithi-Holidays

Festivals and Holidays in December 2020

Tithi and Parba Parbani

ତା 1 ଛାଡ଼ଖାଇ (Chhadakhai)
ଟା 3 ମାର୍ଗଶିର ମାଣବସା ପ୍ରଥମ ପାଳି 
ତା 5 ସୀତା ବିବାହ ଓ ଶ୍ରୀକ୍ଷେତ୍ର ପରିକ୍ରମା 
ତା 8 ପ୍ରଥମାଷ୍ଟମୀ ଓ କାଞ୍ଜିଅଁଳା ନବମୀ (Prathamashtami)
ତା 10 ମାଣବସା ଦ୍ଵିତୀୟ ପାଳି ଗୁରୁବାର 
ତା 11 ଉତ୍ପନ୍ନ ଏକାଦଶୀ (Ekadasi)
ତା 13 ଶ୍ରୀମନ୍ଦିରରେ ଦେବଦୀପା ବ ଲ୍ୟୁତ୍ସବ ଆରମ୍ଭ 
ତା 14 ଅମାବାସ୍ୟା ,ମାସାନ୍ତ (Amabasya)
ତା 15 ଧନୁ ସଂକ୍ରାନ୍ତି ,ପହିଲି ଭୋଗ ,ଚନ୍ଦ୍ର ଦର୍ଶନ,ଦେବ ଦୀପାବଳୀ ଉତ୍ସବ ସମାପ୍ତି ଓ ହଳ ନିଷେଧ (Dhanu Sankranti)
ତା 16 ଶରଣ ଆରମ୍ଭ 
ତା 17 ରମ୍ଭା ତୃତୀୟା ଓ ମାଣବସା ତୃତୀୟ ପାଳି ଗୁରୁବାର 
ତା 19 କୁରାଲ ପଞ୍ଚମୀ 
ତା 24 ସୁଦଶା ବ୍ରତ ଓ ମାଣବସା ଶେଷ ପାଳି ଗୁରୁବାର (Sudasabrata)
ତା 25 ଯୀଶୁ ଖ୍ରୀଷ୍ଠ ଙ୍କ ଜନ୍ମ (ବଡ଼ଦିନ ),ହଳ ନିଷେଧ ,ମୋକ୍ଷଦା ଏକାଦଶୀ (Christmas)
ତା 27 ଗୀତା ଜୟନ୍ତୀ ଓ ଅନଙ୍ଗ ତ୍ରୟୋଦଶୀ 
ତା 28 ଶିବଚତୁର୍ଦଶୀ ଉପବାସ ଓ ବେଢ଼ା 
ତା 29 ପଣ୍ଡୁ ଓଷା ,ପାଷାଣ ଚତୁର୍ଦଶୀ ଓ ଚନ୍ଦ୍ର ପୂଜା 
ତା 30 ପୂର୍ଣିମା (Purnima)
ତା 31 ଇଂରାଜୀ ବର୍ଷ ଶେଷ 

Marriage and Brata Dates:

ବିବାହ -1,2,7,9,10,11
ବ୍ରତ -ନାହିଁ  
YOU MAYALSO LIKE :

Post a Comment

0 Comments