Ad Code

Which Celebrity donates how much to Indian Army

Bollywood Celebrities donate money to Indian Army

Watch here Which Celebrity donates how much to Indian Army


ଭାରତୀୟ ସେନାକୁ କୋଟି କୋଟି ଟଙ୍କା ପୁରସ୍କାର ||
 ଜାଣନ୍ତୁ କେଉଁ ବଲିଉଡ୍‌ ଷ୍ଟାର୍‌ କେତେ କୋଟି ପୁରସ୍କାର ଦେଇଛନ୍ତି 

ଲୋକପ୍ରିୟ କଣ୍ଠଶିଳ୍ପୀ ଲତା ମଙ୍ଗେସ୍‌କର ଭାରତୀୟ ସେନାକୁ ୧ କୋଟି ଟଙ୍କା ପ୍ରଦାନ କରିବା ଘୋଷଣା କରିଛନ୍ତି
ଅମିତାଭ ବଚ୍ଚନ ୨.୫ କୋଟି, ଖିଲାଡି ବୟ ଅକ୍ଷୟ କୁମାର ୫ କୋଟି ଟଙ୍କା
ଉରୀ ସିନେମା ର ନିର୍ମାତା -ଏକ କୋଟି
ସଲମାନ ଖାଁ ଏଥର ମଧ୍ୟ ଭାରତ କେ ବୀର ୱେବସାଇଟ https://bharatkeveer.gov.in/ ମାଧ୍ୟମରେ
ପୁଲବାମା ଆତଙ୍କବାଦ ହମଲା ରେ ସହୀଦ ହୋଇଥିବା ଯବାନ ମାନଙ୍କ ପରିବାରଙ୍କୁ ବିପୁଳ ଅର୍ଥ ପ୍ରଦାନ କରିଥିଲେ
Lata Mangeshkar-1crore
Amitabh Bachchan-2.5 CRORE
Akshay Kumar-5 crores
Makers of URI Movie-1crore
ଯଦି କୌଣସି ସହୃଦୟ ବ୍ୟକ୍ତି ସ୍ୱଇଛାରେ ଭାରତୀୟ ସେନା ଙ୍କୁ ବା ସହୀଦ ମାନଙ୍କ  ପରିବାର ବର୍ଗ ଙ୍କୁ କିଛି ଦାନ କରିବାକୁ ଚାହୁଁଛନ୍ତି
ତେବେ କେବଳ 'ଭାରତ କେ ବୀର ୱେବସାଇଟ' https://bharatkeveer.gov.in/ ମାଧ୍ୟମରେ ଦାନ କରନ୍ତୁ
How can I donate money directly to the Indian army?

If you want to donate money to Indian army then please visit the website https://bharatkeveer.gov.in/
Bollywood Stars donate huge amount to the Indian Army

bollywood film star donate huge amount

Post a Comment

0 Comments