Ad Code

Witch-Hunt Victims' Memorial Inaugurated in Keonjhar-Odisha

Keonjhar-Witch-Hunt Victims' Memorial Inaugurated

Witch-Hunt Victims' Memorial Inaugurated in Keonjhar, Odisha

keonjhar witch memorial dahani story
Keonjhar, Odisha-Witch-Hunt Memorial
ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ସମସ୍ତ ନିରୀହ ଲୋକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ
DGP Dr R.P. Sharma on Wednesday inaugurated a memorial dedicated to witch-hunt victims here in the presence of DIG Rourkela, DM and Keonjhar Collector and Keonjhar SP.


keonjhar memoria dhani witch memorial
Witch Hunt Victims Memorial in Keonjhar
କେନ୍ଦୁଝର ଜିଲ୍ଳାରେ ଡାହାଣୀ ସନ୍ଦେହରେ ହତ୍ୟା ଘଟଣାକୁ ନେଇ ଜନ ସଚେତନତା ପାଇଁ ପୋଲିସ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ନିଆହୋଇଥିଲା । Keonjhar SP Office  ପରିସରରେ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ସମସ୍ତ ନିରୀହ ଲୋକଙ୍କ ସ୍ମୃତିରେ ଏକ ପ୍ରତିମୂର୍ତ୍ତି ନିର୍ମାଣ (Witch-Hunt Victims' Memorial)କରାଯାଇଛି । Police DG Rajendra Prasad Sharma (ରାଜେନ୍ଦ୍ର ପ୍ରସାଦ ଶର୍ମା) ଯୋଗଦେଇ ଏହାକୁ inaugurate କରିଥିଲେ । ଏଥିରେ ମୃତ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।ଏହି ଅନ୍ଧବିଶ୍ୱାସ ରୋକିବା ପାଇଁ କଡ଼ାକଡ଼ି ଆଇନ ବ୍ୟବସ୍ଥା କରାଯିବା ସହ ସଚେତନତା ହେଉଥିଲେ ମଧ୍ୟ ଏହା ବନ୍ଦ ହେଉ ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ DIG Kabita Jalan , Keonjahr District Collector Ashish Thakrey  , SP Jayanarayan Pankaj ପ୍ରମୁଖ ଉପସ୍ଥିତ ଥିଲେ।jhar, Odisha

Video on Witch-Hunt in Keon

Some Stories Around Witches-The Film explores the politics of witch hunting - how superstition, greed, ignorance, fear, insecurity and power work together to cause immense violence and suffering.

Post a Comment

0 Comments