Ad Code

Odia Meaning of Lungs

Lungs-Odia Meaning 

ଫୁସଫୁସ 

Phusphus-Foos foos -either of the two breathing organs in the chest of humans and most vertebrates
କ୍ଲୋମ, ବାୟୁ କୋଷ 

Odia Meaning of Lung

ଫୁସଫୁସ ଶ୍ୱାସକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାନବ ତଥା ଅନ୍ୟ ପଶୁ ପକ୍ଷୀ ଙ୍କର ଶରୀରର ଏକ ଅଙ୍ଗ ।ଶରୀରର ଛାତି ଭିତରେ ଦୁଇଟି ଫୁସଫୁସ ଥାଏ, ଡାହାଣ ଫୁସଫୁସ ଓ ବାମ ଫୁସଫୁସ । ଫୁସଫୁସ ଦ୍ୱାରା ଶ୍ୱାସ କ୍ରିୟା ସମ୍ପାଦାନ ହୋଇଥାଏ । ଶ୍ୱାସ କ୍ରିୟାରେ ମାନବ ଶରୀରରେ ପ୍ରତ୍ୟେକ ଜୀବକୋଷ ରକ୍ତରୁ ଅମ୍ଳଜାନ ଗ୍ରହଣ କରେ ଓ ଅଙ୍ଗାରକାମ୍ଳ ତ୍ୟାଗ କରେ । 
odia meaning of lungs
Human Lungs


The lungs are a part of the body of humans and other animals and birds that are designed to breathe. The lungs perform respiratory functions. In the respiratory system, every cell in the human body receives oxygen from the blood and releases carbon dioxide.
Odia meaning of GiloyOxymoron 
English To Odia Dictionary-Odia and English meaning |फेफड़ों का ओडिया अर्थ क्या है

Post a Comment

0 Comments