Ad Code

Modi in Odisha-Conducts aerial survey to review Cyclone Fani Damages

Odisha: PM Modi conducts aerial survey of cyclone Fani-hit area

ଓଡ଼ିଶାରେ ବାତ୍ୟା ‘ଫୋନି କୁ ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଉ ଏକ ହଜାର କୋଟି ଟଙ୍କା ସହଯୋଗ ରାଶି ଘୋଷଣା କଲେ 
PM Modi In Odisha To Meet CM Naveen Patnaik And Take Stock After Cyclone Fani 
Effect
  • Cyclone Fani (pronounced Foni) rolled through Odisha Friday, causing widespread destruction and leaving hundreds homeless and grappling with water shortage and power cuts.
  • The residents claimed that they have been buying private water tankers for the past few days.
  • The death toll in Cyclone Fani rose to 29 on Sunday


କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ  ଭୁବନେଶ୍ୱର ଏୟାର ପୋର୍ଟ କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସିଥିଲେ ତାଙ୍କୁ ସ୍ୱାଗତ କରିବା ପାଇଁ ଏହା ସହିତ ରାଜ୍ୟପାଳ ଗଣେଶୀ ଲାଲ,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରହିଥିଲେମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ,ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବସନ୍ତ ପଣ୍ଡା ଏବଂ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଢଙ୍ଗି ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ 

ବାତ୍ୟା ‘ଫୋନି’ ଘଟାଇଥିବା କ୍ଷୟକ୍ଷତି ନେଇ ପ୍ରଭାବିତ ଅଞ୍ଚଳକୁ Prime minister Sri Narendra Modi  ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି।
1000 crore for odisha cyclone fani

modi visit odisha conducts aerial survey to cyclone area



Full HD Odia Movie new new odia movie songs oriya scraps and sms Odia live tv and otv

PM Modi conducts an aerial survey of cyclone Fani hit Odisha


ଏହି ବାତ୍ୟା ରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯେପରି ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ରକ୍ଷା କରିପାରିଛନ୍ତି ତାହା ନିଶ୍ଚିତ ରୂପେ ପ୍ରଶଂସା ଯୋଗ୍ୟ -ଦେଖନ୍ତୁ ଏହି ଭିଡ଼ିଓ ଟିରେ ସମୀକ୍ଷକ ମାନେ ଏ ବିଷୟରେ କଣ କହୁଛନ୍ତି 

Post a Comment

0 Comments