Ad Code

Odisha Government Scheme-MO GUHALA Yojana

Mo Guhala Yojana Odisha

Odisha Government Scheme(Sarkari Yojana)

The state government has launched a number of schemes. The government has extended a helping hand, from people bowing their heads to keeping their bodies healthy. Now the 'Mo Guhal Yojana' has been launched for the development of cattle resources. The scheme has been successfully implemented in Gothmal Panchayat in the Delang block of Puri district. The state government has provided one lakh thirteen thousand rupees to the beneficiaries, while the beneficiaries have also been able to build a good cowshed at a cost of two paise.
In the first phase of the Delang block, 31 beneficiaries were included."If the beneficiaries build the cowshed as soon as possible, the money will be paid to the deposit account through their job card and vendor," Local BDO said.
mo guhala scheme odisha
Mo Guhala Yojana-Odisha Govt.Scheme

Mo Guhala Yojana List-Odisha

The state government's 'Mo Guhal Yojana' for cattle farming has brought happiness and hope to farmers.
We will soon publish the 'Mo Guhala Yojana' list on this page. 

And we will give you the exact details of how to apply online for this scheme.

ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି .ଲୋକମାନେ ମୁଣ୍ଡ ଗୁଞ୍ଜିବା ଠାରୁ  ଆରମ୍ଭ କରି ଶରୀର ସୁସ୍ଥ ରଖିବା ଯାଏଁ ସରକାର ସହାୟତା ର ହାତ ବଢ଼େଇ ଛନ୍ତି |ଏବେ ଗୋ-ସମ୍ପଦର ବିକାଶ ପାଇଁ ଆରମ୍ଭ ହେଇଛି 'ମୋ ଗୁହାଳ ଯୋଜନା '|ପୁରୀ ଜିଲ୍ଲାର,ଡେଲାଙ୍ଗ ବ୍ଲକ ର ଗୋଠମାଳ ପଞ୍ଚାୟତରେ ଏହି ଯୋଜନା ସଫଳ ରୂପାୟନ ହୋଇ ପାରିଛି |ଯେଉଁଥିରେ ହିତାଧିକାରୀ ଙ୍କୁ ରାଜ୍ୟ ସରକାର ଏକ ଲକ୍ଷ ତେର ହଜାର ସହାୟତା ଯୋଗାଇ ଦେଇଥିବା ବେଳେ ହିତାଧିକାରୀ ମଧ୍ୟ ହାତରୁ ଦୁଇ ପଇସା ଅଧିକ ବ୍ୟୟ କରି ଏକ ଭଲ ଗାଈ ଗୁହାଳ ତିଆରି କରି ପାରିଛନ୍ତି |
ଡେଲାଙ୍ଗ ବ୍ଲକ ରେ ପ୍ରଥମ ପର୍ଯ୍ୟାୟରେ 31 ଜଣ ହିତାଧିକାରୀ ଙ୍କୁ ଏଥିରେ ସାମିଲ କରା ଯାଇଛି .ହିତାଧିକାରୀ ମାନେ ଯଥା ଶିଘ୍ର  ଗୁହାଳ ନିର୍ମାଣ କଲେ ସେମାନଙ୍କ job card ଏବଂ ଭେଣ୍ଡର ମାଧ୍ୟମରେ ଜମା ଖାତା କୁ ଗୁହାଳ ବାବଦ ଅର୍ଥ ରାଶି ପ୍ରଦାନ କରାଯିବାର BDO କହିଛନ୍ତି |ଗୋ-ସମ୍ପଦର ବିକାଶ ପାଇଁ ରାଜ୍ୟ ସରକାର ଙ୍କର ମୋ ଗୁହାଳ ଯୋଜନା ମାଧ୍ୟମରେ ଏଭଳି ସହାୟତା ଚାଷୀ ମାନଙ୍କ ମନରେ ହସ ଫୁଟାଇ ପାରିଛି |
Odisha Gaushala Scheme 2021 – Establishment of New Stray Cattle Shelter Houses & Goshalas

YOU MAY ALSO LIKE :

Post a Comment

0 Comments