Famous and renowned ghazal maestro Jagjit Singh, who was suffering from brain haemorrhage, passed away on Monday at Mumbai's Lilavati Hospital. 
ପ୍ରସିଦ୍ଧ ଗଜଲ୍ ସମ୍ରାଟ୍ ଜଗଜୀତ୍ ସିଂଗ୍ ଆଉ ଏ ଦୁନିଆ ରେ ନାହାନ୍ତି |ଦୁଇ ସପ୍ତାହ 
ପୂର୍ବରୁ ବ୍ରେନ୍ ହେମରେଜ୍ କାରଣରୁ ତାଂକୁ ମୁମ୍ବଈ ର ଲୀଲାବତୀ ହସ୍ପିଟାଲ୍ ରେ ଭର୍ତି 
କରାଯାଇଥିଲା | ସୋମବାର ସକାଳ ଆଠଟା ବେଳେ ତାଂକର  ନିଧନ ହୋଇଥିଲା |
ପଦ୍ମଭୂଷଣ 
ଜଗଜୀତ୍ ସିଂଗ୍ ରାଜସ୍ଥାନ୍ ର ଗଂଗା ନଗର ରେ ଜନ୍ମ ଗ୍ରହଣ କରିଥିଲେ | ୧୯୭୦-୮୦ ଦଶକରେ 
ସେ ଓ ତାଂକ ପତ୍ନି ,ଯିଏ ନିଜେ ବି ଜଣେ ବିଖ୍ୟାତ ଗଜଲ୍  ଗାୟିକା, ଭାରତୀୟ ସଂଗୀତ ଜଗତ ର
 ଚରମ୍ ସୀମା ରେ ପହଂଚି ପାରି ଥିଲେ | ତାଂକ ର ପ୍ରସିଦ୍ଧ  ଗଜଲ୍ ଗୁଡିକ ମଧ୍ୟ ରେ 
'ହୋଟୋଂ ସେ  ଛୁଲୋ ତୁମ' ,'ତୁମ କୋ ଦେଖା ତୋ ୟେ ଖୟାଲ୍ ଆୟା' , 'ହୋସ୍ ବାଲୋଂ କୋ 
ଖବର୍ କ୍ୟା' ଇତ୍ୟାଦି ବହୁତ  ଆଦ୍ରୂତ ହୋଇଥିଲା |
Odia Remix Song
New film song-BADHU NUHEN MUN BANDHU
Odia Remix Song
New film song-BADHU NUHEN MUN BANDHU
ଓଡିଆ ଭାଷା ଓ ଲେଖା ର ଭ୍ରମ ସଂଶୋଧନ କରି ପଢିବାକୁ ଅନୁରୋଧ ଏବଂ 'ଓଡିଆ ସାଇଟ୍ '(ODIA SITE)ସମ୍ପର୍କ ରେ ମତାମତ ଦେବାକୁ ଭୁଲିବେ ନାହିଁ |