Ad Code

LYRIC-MANE RAHIBA E PREMA KAHANI-TITLE SONG

MANE RAHIBA E PREMA KAHANI LYRIC OF TITLE SONG OF MANE RAHIBA E PREMA KAHANI-

MATI KU AKASHA KEBE DHOKA DEINI...LYRIC

ମନେ ରହିବ ଏ ପ୍ରେମ କାହାଣୀ
MALE -
 ମାଟି କୁ ଆକାଶ କେବେ ଧୋକା ଦେଇନି
ବସା ଛାଡି ପକ୍ଷୀ କେବେ ଏକା ରହିନି 
ମୋ ଆଖିର ତୁ ଏମିତି ସପନ
ମୋ ଛାତିର ତୁ ଏମିତି ସ୍ପନ୍ଦନ
ମୁଁ ପରା ରାଜା ତୋର ତୁ ମୋ ରାଣୀ
 ମନେ ରହିବ ଏ ପ୍ରେମ କାହାଣୀ ୨
FEMALE -
ଣାଡ ତ ସାଗର ବିନା ରହି ପାରେନି
ଝରଣ| ପାହାଡ ବିନା ଏକା ଝରେନୀ 
ମୋ ଆଖିର ତୁ ଏମିତି ପଲକ
ମୋ ଓଠର ତୁ ଏମିତି କୁହୁକ
 ତୁ ପରା ରାଜା ମୋର  ମୁଁ  ତୋ ରାଣୀ
ମନେ ରହିବ ଏ ପ୍ରେମ କାହାଣୀ ୨
MALE
ଭସା ବାଦଲ ନୁହେଁ ମୋ ମନ ଭାସି ଚାଲି ଜିବି
ହୃଦୟର ରକତରେ ଟି ନା ଲେଖି ଦେବି
FEMALE
ଦେଇଚି ମନ ଏବେ ଜୀବନ କଥା ଦେଲି ତୋତେ
ଫଗୁଣରେ ଶ୍ରାବନରେ ଥିବି ତୋର ସାଥୀ
MALE
ମୋ ପ୍ରେମର କାଚ ଘରେ ରଖି ଥିବି ତୋତେ
FEMALE ଫୁଲକୁ ମହକ କେବେ ଧୋକା ଦେଇନି
ବଗିଚାକୁ ଛାଡି ମାଳୀ ଏକା ରହିନି
ମୋ ପ୍ରେମ ର ତୁ ଏମିତି ମହକ
ମୋ ପ୍ରୀତି ର ତୁ ଏମିତି ଚମକ
 ତୁ ପରା ରାଜା ମୋର  ମୁଁ  ତୋ ରାଣୀ
ମନେ ରହିବ ଏ ପ୍ରେମ କାହାଣୀ ୨
FEMALE ଜୀବନ ଛୋଟ ଆଶା ଅନେକ ଖାଲି ତୋ ପାଇଁ
କାଲି କଥା ଭାବୀ ଦେଲେ ଦର ଲାଗେ କାଇଁ
MALE ଚେନାଏ ଦୁଖ ଦି ଟୋପା ଲୁହ ଆସି ଚାଲି ଯିବ
ଆମ ପ୍ରେମ ଆଜି ଅଛି କାଲି ରହି ଥିବ
F କୁହୁଡି ଏ ଜୀବନରେ ଖରା ବି ଆସିବ
M ଆଶା କୁ ଭାରଷ| କେବେ ଧୋକା ଦେଇନି
କଥା ଦେଲି ତୋତେ କେବେ ଛାଡି ଯିବିନୀ
ମୋ ଓଠର ତୁ ଏମିତି ଗୀତ ଟେ
ମୋ ଜୀବନେ ତୁ ଏମିତି ସତଟେ  
   ମୁଁ ପରା ରାଜା ତୋର ତୁ ମୋ ରାଣୀ
 ମନେ ରହିବ ଏ ପ୍ରେମ କାହାଣୀ ୨