Ad Code

Yajnaseni Book by Dr.Pratibha Ray

Yajnaseni Book

Author of Yajnaseni Book-Dr.Pratibha Ray

Buy From Amazon directly-click on this amazon link

ଯାଜ୍ଞସେନୀ ସୃଷ୍ଟି ପ୍ରକ୍ରିୟାରେ ଲେଖିକା

 ପ୍ରେମ ଓ ବେଦନାର ଅନନ୍ୟ ଚରିତ୍ର ଚିର କାଳର ଶ୍ରେଷ୍ଟ କୃତି ମହାଭାରତର ବିତ୍ତାଳର୍ଷକ ୟିକ ଦ୍ରୌପଦୀଙ୍କୁ  ଆଧୁନିକ ମାନବ ଜୀବନର ଜୀବନ ଆଦିରୂପ ‘ଯାଜ୍ଞସେନୀ’ରୂପେ ନବ ନିର୍ମାଣ କରିଛନ୍ତି ସମକାଳୀନ ଭାରତ ଭାରତ  ସାହିତ୍ୟର ପ୍ରସିଦ ଔପନ୍ୟାସିକା, ଜ୍ଞାନପୀଠ ପୁରସ୍କାର ପଦ୍ମଶ୍ରୀ ପ୍ରାପ୍ତ ପ୍ରତିରା ରାୟଜୀବନର ସକଳ  ଦୁଃଖ, ଭୋଗ, ଆତ୍ମୋସ୍ୱର୍ଗ ବିବିଧ ଭୁଲ୍ବୁଝାମଣାର ଶିକାର ହୋଇ ମଧ୍ୟ ସେ ତାଙ୍କର ଅନ୍ତଃର୍ନିହିତ ଦ୍ୟୁତି ହରଇନାହାଚି ମହାଭାରତର ମହାନାୟିକାଙ୍କ ମନୋଜଗତକୁ ନିଜର ଅନନ୍ୟ ଅଭିବ୍ୟକ୍ତିରେ ଅଧିକତର ବିସ୍ତୃତ ଗଭୀରତର ଭାବେ ଅପୂର୍ବ ମାନବୀୟ ରୂପ  ପ୍ରଦାନ କରିଛନ୍ତି ପ୍ରତିଭା ,ଯାହା ସବୁ ବର୍ଗର ପାଠକଙ୍କ ସାମୁହିକ ଅବଚେତନକୁ ଆଲୋକିତ କରେ l

ଏହି ଉପନ୍ୟାସର ରଚନାକାଳ ୧୯୮୩-୮୪ ପ୍ରଜାଶ ପାଏ ୧୯୮୫ରେ୧୯୮୮ରେ ହିନ୍ଦୀ ରୂପାଚର ପ୍ରକାଶିତ ହେବ ପରେ ଇଂରାଜୀ ଅନ୍ୟ ୨ଟି ବିଦେଶୀ  ଭାଷା ସହ ୧୯ଟି ଭାରତୀୟ ଭାଷାରେ ଅନୁଦିତ ହୋଇ ଭାରତର କୋଣେ ଜୋଣେ ଅଭୂତପୂର୍ବ ପାଠକୀୟ ଆଦୃତି ଲାଭ କରେ ଯୁବ ସାହିତ୍ୟ ପୁରସ୍କାର ପାଇବା ବୟସରେ ଲେଖିକାଙ୍କୁ    ଏହି ଉପନ୍ୟାସ ପାଇଁ ୧୯୯୦ରେ ଶାରଳା ପୁରସ୍କାର ୧୯ ୧ରେ ମୂର୍ତ୍ତିଦେବୀ ପୁରସ୍କାର ପ୍ରଦାନ କରାଯାଏ

Yajnaseni By Dr. Pratibha Ray -Odia Novelist

Watch this video-Why you should buy Yajnaseini Book of Pratibha Ray


The story of Draupadi from the epic of Mahabharata
Odia book cover photo
yajnaseni-pratibha ray odia
Yajnaseni-Dr.Pratibha Ray

dr pratibha ray odia novelist
English Novel-Yajnaseni
Cover Page
yajnaseni english novel by pratibha ray odia author
English Novel-Yajnaseni

Post a Comment

0 Comments