Ad Code

Legendary Ghajal Singer Jagjit Singh No More

jagjit sing no more
Famous and renowned ghazal maestro Jagjit Singh, who was suffering from brain haemorrhage, passed away on Monday at Mumbai's Lilavati Hospital.

ପ୍ରସିଦ୍ଧ ଗଜଲ୍ ସମ୍ରାଟ୍ ଜଗଜୀତ୍ ସିଂଗ୍ ଆଉ ଏ ଦୁନିଆ ରେ ନାହାନ୍ତି |ଦୁଇ ସପ୍ତାହ ପୂର୍ବରୁ ବ୍ରେନ୍ ହେମରେଜ୍ କାରଣରୁ ତାଂକୁ ମୁମ୍ବଈ ର ଲୀଲାବତୀ ହସ୍ପିଟାଲ୍ ରେ ଭର୍ତି କରାଯାଇଥିଲା | ସୋମବାର ସକାଳ ଆଠଟା ବେଳେ ତାଂକର ନିଧନ ହୋଇଥିଲା |

ପଦ୍ମଭୂଷଣ ଜଗଜୀତ୍ ସିଂଗ୍ ରାଜସ୍ଥାନ୍ ର ଗଂଗା ନଗର ରେ ଜନ୍ମ ଗ୍ରହଣ କରିଥିଲେ | ୧୯୭୦-୮୦ ଦଶକରେ ସେ ଓ ତାଂକ ପତ୍ନି ,ଯିଏ ନିଜେ ବି ଜଣେ ବିଖ୍ୟାତ ଗଜଲ୍  ଗାୟିକା, ଭାରତୀୟ ସଂଗୀତ ଜଗତ ର ଚରମ୍ ସୀମା ରେ ପହଂଚି ପାରି ଥିଲେ | ତାଂକ ର ପ୍ରସିଦ୍ଧ ଗଜଲ୍ ଗୁଡିକ ମଧ୍ୟ ରେ 'ହୋଟୋଂ ସେ  ଛୁଲୋ ତୁମ' ,'ତୁମ କୋ ଦେଖା ତୋ ୟେ ଖୟାଲ୍ ଆୟା' , 'ହୋସ୍ ବାଲୋଂ କୋ ଖବର୍ କ୍ୟା' ଇତ୍ୟାଦି ବହୁତ  ଆଦ୍ରୂତ ହୋଇଥିଲା |
Odia Remix Song
New film song-BADHU NUHEN MUN BANDHU
ଓଡିଆ ଭାଷା ଓ ଲେଖା ର ଭ୍ରମ ସଂଶୋଧନ କରି ପଢିବାକୁ ଅନୁରୋଧ ଏବଂ 'ଓଡିଆ ସାଇଟ୍ '(ODIA SITE)ସମ୍ପର୍କ ରେ ମତାମତ ଦେବାକୁ ଭୁଲିବେ ନାହିଁ |